Join as a member to apply for an unlimited number of jobs posted at TranslationDirectory.com and to obtain many other benefits - click here!
We need translation for research: Job 00036595
Source language(s): Oriya
Target language(s): English
Details of the project: It's a 135 page book in Odia.
This job is already available.
Sample text (50 to 200 words): ସେ ଆଜକୁ ୪୪ ବର୍ଷ ପୂର୍ବର କଥା । ସେତେବେଳେ ଐତିହାସିକ ଭାରତଛାଡ ଆନ୍ଦୋଳନର ପ୍ରକମ୍ପନରେ ଆକୁମାରୀ ହିମାଳୟ ଦୋହଲୁଥାଏ । ଅନ୍ୟସ୍ଥାନପରି ଏହାର ପ୍ରକମ୍ପନ ଓଡିଶାରେ ଅନୁଭୂତ ହୋଇଥିଲେ ମଧ୍ୟ ବିଶେଷ ଭାବେ ଏହା ଅନୁଭୂତ ହୋଇଥିଲା ଭଦ୍ରକ ସବ୍ଡିଭିଜନର କେତୋଟି ସ୍ଥାନରେ; ତନ୍ମଧ୍ୟରୁ ବାସୁଦେବପୁର ଥାନା ଅନ୍ତର୍ଗତ ଇରମ ଅଞ୍ଚଳରେ ଉକ୍ତ ଆନ୍ଦୋଳନ ଏକ ଅଭୂତପୂର୍ବ ରୂପ ଧାରଣ କରି ପରିଶେଷରେ ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ ଦିନ ସେଠାରେ ଏକ ମର୍ମତୁନ୍ଦ ଘଟଣା ସଂଘଟିତ ହୋଇଥିଲା । ପୁର୍ବଦିନପରି ସେଦିନ ମଧ୍ୟ ସହସ୍ରାଧିକ ସତ୍ୟାଗ୍ରାହୀ ଅହିଂଶା ପନ୍ଥା ଅବଲମ୍ବନ ପୂର୍ବକ ମେଳନପଡିଆରେ ଶାନ୍ତିପୂର୍ଣ୍ଣଭାବେ ଏକ ସଭାରେ ସମବେତ ହୋଇଥିଲେ ମୁଖ୍ୟତଃ ମହାତ୍ମାଗାନ୍ଧୀଙ୍କର ରଚନାତ୍ମକ କର୍ଜ୍ୟବଳୀ ଉପରେ ଆଲୋଚନା କରିବା ପାଇଁ । ମାତ୍ର ପୋଲିସ ସେମାନଙ୍କ ଉପରେ ଗୁଳିଚାଳନା କରି ୨୯ ଜଣ ଲୋକଙ୍କର ପ୍ରାଣନେବା ସଙ୍ଗେ ସଙ୍ଗେ ୫୬ ଜଣଙ୍କୁ ଆହତ କରିଥିଲେ । ଭାରତର ସ୍ଵାଧୀନତା ସଂଗ୍ରାମ ଇତିହାସରେ ଅମୃତସରସ୍ଥିତ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ବ୍ୟତୀତ ଅନ୍ୟ କୌଣସି ଏକ ସ୍ଥାନରେ ସମବେତ ଏତେସଂଖ୍ୟକ ନିରସ୍ତ୍ର ଜନତା ପୋଲିସଗୁଳିରେ ମୃତାହତ ହୋଇଥିବାର ପ୍ରମାଣ ମିଳେନାହିଁ ।
We will pay for this job 100 EUR per hour
Who can apply: Freelancers only
Deadline for applying: 11/30/2016
Keep this ad at the site permanently
Pranati Mishra
Ravenshaw Helpline
India
IP: 47.11.228.184 (Ottawa, Canada)* * * * * * * * * * * * * * * * * *
Posted on Sunday, 27 Nov 2016, 19:35:09
Number of applications already submitted for this job: 0
If you notice a non-payer or scam here, please let translators know in our
forum.
Apply for More Translation Jobs!
Receive All New Translation Jobs in All Pairs by RSS (Members Only)
Get job notifications e-mailed to you 8 hours earlier than to non-members!
Contact 6,000+ Potential Customers! (Free for Members)
Post your translation job - Free!
If you can't find the job announcement you have been notified about or you had seen before, that means the job has been closed already or that posting was unacceptable.